Example items (sample of 4)

sen_strnsubj_formnsubj_featuresVerb_formVerb_featurestreebank_link
ରମଣଙ୍କର ଅନେକ ସମୟରେ ସ୍ବାସ୍ଥ୍ୟାବସ୍ଥା ଖରାପ ରହୁଥିବାରୁ ତାଙ୍କୁ ଦୁର୍ବଳ ବୋଲି ବିବେଚନା କରାୟାଉଥିଲା ।ସ୍ବାସ୍ଥ୍ୟାବସ୍ଥା
features...upos=NOUN
Case=Nom
Number=Sing
ରହୁଥିବାରୁ
features...VerbForm=Part
Aspect=Prog
UD_Odia-ODTB
ସଂଖଳାପଦର ଗ୍ରାମରେ ଶାନ୍ତିଦେବୀଙ୍କ ପ୍ରୟାସରେ ଆଦିବାସୀଙ୍କ ଜୀବନ ଧାରାରେ ବେଶ୍ ପରିବର୍ତ୍ତନ ପରିଲକ୍ଷିତ ହେଲା ।ପରିବର୍ତ୍ତନ
features...upos=NOUN
Case=Nom
Number=Sing
ପରିଲକ୍ଷିତ
features...VerbForm=Part
UD_Odia-ODTB
୧୮୯୨ ମସିହାରେ , ତାଙ୍କ ପିତା ଶ୍ରୀମତୀ ଏ.ଭି. ନରସିଂହ ରାଓ କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବରେ ନିୟୁକ୍ତ ହୋଇଥିବାରୁ ତାଙ୍କ ପରିବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ( ସେତେବେଳେ ଭିଜାଗପଟମ୍ ବା ଭାଇଜାଗ୍ ) କୁ ସ୍ଥାନାନ୍ତରିତ ହୋଇଥିଲେ ।ବିଜ୍ଞାନ
features...upos=NOUN
Case=Nom
Gender=Masc
Number=Sing
ନିୟୁକ୍ତ
features...VerbForm=Part
Voice=Pass
UD_Odia-ODTB
ନରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ସେ ଚମକି ଉଠିଲେ - ‘ ଏଇ ଯେ ସେହି ଅଖଣ୍ଡ ଘରର ୠଷି ! ’ସେ
features...upos=PRON
Case=Nom
Gender=Masc
Number=Sing
Person=3
PronType=Prs
ଚମକି
features...VerbForm=Part
Tense=Past
Voice=Act
UD_Odia-ODTB