Example items (sample of 9)

sen_strnsubj_formnsubj_featuresAux_formAux_featurestreebank_link
କଥା ହେଲା , ରାଇଜଯାକରେ ଯେତେ ବହି ଅଛି ସବୁଥିରେ ଯେ ମହାମହିମ ସମ୍ରାଟ ବା ତାଙ୍କ ପୂର୍ବପୁରୁଷଙ୍କ ଗୁଣଗାନ କରାଯାଇଛି , ଏ କଥା ତା କୁହ ଯାଇ ପାରେନାକଥା
features...upos=NOUN
Case=Nom
Number=Sing
ପାରେନା
features...SubjAuxCount=1
Number=Sing
UD_Odia-ODTB
ସେମାନେ ଯୀଶୁଙ୍କ ଛଡା ଆଉ କାହାରିକୁ ଦେଖିଲେ ନାହିଁସେମାନେ
features...upos=PRON
Case=Nom
Number=Plur
Person=3
PronType=Prs
ନାହିଁ
features...SubjAuxCount=1
UD_Odia-ODTB
କୃଷ୍ଣା ଧରିତ୍ରୀ ପରି ସର୍ବଂସହା ନୁହେଁକୃଷ୍ଣା
features...upos=PROPN
Case=Nom
Number=Sing
ନୁହେଁ
features...SubjAuxCount=1
Number=Sing
UD_Odia-ODTB
ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନଯୋଗୀ ହେବେବିଦ୍ୟାର୍ଥୀମାନେ
features...upos=NOUN
Case=Nom
Number=Plur
ହେବେ
features...SubjAuxCount=1
Number=Plur
UD_Odia-ODTB
୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସ୍ୟରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେରମାଦେବୀ
features...upos=PROPN
Case=Nom
Gender=Fem
NounType=Prop
Number=Sing
Person=3
କରିଥିଲେ
features...SubjAuxCount=1
Number=Sing
UD_Odia-ODTB
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଆତଙ୍କୀ ସଂଗଠନକୁ ଦାୟିତ୍ବ ଦିଆଯାଇ ନାହିଁସଂଗଠନକୁ
features...upos=NOUN
Case=Acc
Number=Sing
ନାହିଁ
features...SubjAuxCount=1
UD_Odia-ODTB
ସମଗ୍ର ଜେରୁଜେଲମ୍ ଉପରେ ଇସ୍ରାଏଲ୍ର ସାର୍ବଭୌମତ୍ୱକୁ ଆନ୍ତର୍ଜାତିକ ସମୁଦାୟ ଅନୁମୋଦ ଦେଉ ନାହାନ୍ତିସମୁଦାୟ
features...upos=NOUN
Case=Nom
Number=Sing
ନାହାନ୍ତି
features...SubjAuxCount=1
Number=Plur
UD_Odia-ODTB
ପରିବେଶର ସୁରକ୍ଷା ନିମନ୍ତେ ସେ ଅତ୍ୟନ୍ତ ଭାବପ୍ରବଣ ଥିଲେସେ
features...upos=PRON
Case=Nom
Number=Sing
Person=3
PronType=Prs
ଥିଲେ
features...SubjAuxCount=1
UD_Odia-ODTB
ଏହି ତଥାକଥିତ ଗାନ୍ଧୀ ପରିବାର ଲାଭ ଛଡା ଅନ୍ୟ କିଛି ଚିନ୍ତା କରି ପାରନ୍ତି ନାହିଁଗାନ୍ଧୀ
features...upos=PROPN
Case=Nom
Gender=Masc
NounType=Prop
Number=Sing
ନାହିଁ
features...SubjAuxCount=1
UD_Odia-ODTB