Example items (sample of 9)
| sen_str | Aux_form | Aux_features | nsubj_form | nsubj_features | treebank_link |
|---|---|---|---|---|---|
| କଥା ହେଲା , ରାଇଜଯାକରେ ଯେତେ ବହି ଅଛି ସବୁଥିରେ ଯେ ମହାମହିମ ସମ୍ରାଟ ବା ତାଙ୍କ ପୂର୍ବପୁରୁଷଙ୍କ ଗୁଣଗାନ କରାଯାଇଛି , ଏ କଥା ତା କୁହ ଯାଇ ପାରେନା । | ପାରେନା | features...SubjAuxCount=1Number=Sing | କଥା | features...upos=NOUNCase=Nom Number=Sing | UD_Odia-ODTB |
| ସେମାନେ ଯୀଶୁଙ୍କ ଛଡା ଆଉ କାହାରିକୁ ଦେଖିଲେ ନାହିଁ । | ନାହିଁ | features...SubjAuxCount=1 | ସେମାନେ | features...upos=PRONCase=Nom Number=Plur Person=3 PronType=Prs | UD_Odia-ODTB |
| କୃଷ୍ଣା ଧରିତ୍ରୀ ପରି ସର୍ବଂସହା ନୁହେଁ । | ନୁହେଁ | features...SubjAuxCount=1Number=Sing | କୃଷ୍ଣା | features...upos=PROPNCase=Nom Number=Sing | UD_Odia-ODTB |
| ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନଯୋଗୀ ହେବେ । | ହେବେ | features...SubjAuxCount=1Number=Plur | ବିଦ୍ୟାର୍ଥୀମାନେ | features...upos=NOUNCase=Nom Number=Plur | UD_Odia-ODTB |
| ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସ୍ୟରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । | କରିଥିଲେ | features...SubjAuxCount=1Number=Sing | ରମାଦେବୀ | features...upos=PROPNCase=Nom Gender=Fem NounType=Prop Number=Sing Person=3 | UD_Odia-ODTB |
| ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଆତଙ୍କୀ ସଂଗଠନକୁ ଦାୟିତ୍ବ ଦିଆଯାଇ ନାହିଁ । | ନାହିଁ | features...SubjAuxCount=1 | ସଂଗଠନକୁ | features...upos=NOUNCase=Acc Number=Sing | UD_Odia-ODTB |
| ସମଗ୍ର ଜେରୁଜେଲମ୍ ଉପରେ ଇସ୍ରାଏଲ୍ର ସାର୍ବଭୌମତ୍ୱକୁ ଆନ୍ତର୍ଜାତିକ ସମୁଦାୟ ଅନୁମୋଦ ଦେଉ ନାହାନ୍ତି । | ନାହାନ୍ତି | features...SubjAuxCount=1Number=Plur | ସମୁଦାୟ | features...upos=NOUNCase=Nom Number=Sing | UD_Odia-ODTB |
| ପରିବେଶର ସୁରକ୍ଷା ନିମନ୍ତେ ସେ ଅତ୍ୟନ୍ତ ଭାବପ୍ରବଣ ଥିଲେ । | ଥିଲେ | features...SubjAuxCount=1 | ସେ | features...upos=PRONCase=Nom Number=Sing Person=3 PronType=Prs | UD_Odia-ODTB |
| ଏହି ତଥାକଥିତ ଗାନ୍ଧୀ ପରିବାର ଲାଭ ଛଡା ଅନ୍ୟ କିଛି ଚିନ୍ତା କରି ପାରନ୍ତି ନାହିଁ । | ନାହିଁ | features...SubjAuxCount=1 | ଗାନ୍ଧୀ | features...upos=PROPNCase=Nom Gender=Masc NounType=Prop Number=Sing | UD_Odia-ODTB |