Example items (sample of 50)
| sen_str | DET_form | DET_features | NP head_form | NP head_features | treebank_link |
|---|---|---|---|---|---|
| ଏଥିପାଇଁ ସେମାନେ ଗୁଗୁଲ ମିଟ୍ , ଜୁମ୍ , ସ୍କାଏପି କିମ୍ବା ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିପାରିବେ । | ଅନ୍ୟ | features...upos=DETdeprel=det PronType=Dem | ପ୍ଲାଟଫର୍ମ | features...upos=NOUNdeprel=obj Number=Plur | UD_Odia-ODTB |
| ବହି କୁ ସିନା ପୋଡ଼ିଦିଆ ହୁଏ , ମଣିଷର ଏହି ସବୁ ଗୁଣକୁ କେହି ପୋଡ଼ିଦେଇ ପାରେନା । | ସବୁ | features...upos=DETdeprel=det PronType=Dem | ଗୁଣକୁ | features...upos=NOUNdeprel=obj Case=Acc Number=Plur Gender=Masc | UD_Odia-ODTB |
| ବେନ୍ ଜୋସେଫ୍ ଆକିବା ନାମକ ଡେନମାର୍କ ଦେଶର ଜଣେ ବିଶିଷ୍ଠ ବ୍ୟକ୍ତିଙ୍କୁ ସେ ସଙ୍କଳନ କରିଥିବା ଖଣ୍ଡିଏ ବହି ସହିତ ଜୀବନ୍ତ ପୋଡ଼ି ଦିଆ ଯାଇଥିଲା । | ଖଣ୍ଡିଏ | features...upos=DETdeprel=det PronType=Dem | ବହି | features...upos=NOUNdeprel=obl Case=Acc Number=Plur Gender=Neut | UD_Odia-ODTB |
| ନରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ସେ ଚମକି ଉଠିଲେ - ‘ ଏଇ ଯେ ସେହି ଅଖଣ୍ଡ ଘରର ୠଷି ! ’ | ସେହି | features...upos=DETdeprel=det lemma=ସେହି PronType=Dem | ୠଷି | features...upos=NOUNdeprel=parataxis lemma=ୠଷି Case=Nom Number=Sing Gender=Masc | UD_Odia-ODTB |
| ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । | ସମସ୍ତ | features...upos=DETdeprel=det PronType=Ind | ପ୍ରକାର | features...upos=NOUNdeprel=nmod Case=Nom Number=Sing | UD_Odia-ODTB |
| ଭାରତରୁ ବି ଏଇ ଅମୂଲ୍ୟ ଅନୁଷ୍ଠାନକୁ ସପ୍ତମ ଶତାବ୍ଦୀରେ ପୋଡି ଦିଆଗଲା । | ଏଇ | features...upos=DETdeprel=det PronType=Dem | ଅନୁଷ୍ଠାନକୁ | features...upos=NOUNdeprel=obj Case=Acc Number=Sing Gender=Neut | UD_Odia-ODTB |
| ଯେଉଁ ସବୁ ବହି ବିଷୟରେ ଏଠାରେ ଆଭାସ ଦିଆଯାଉଛି ସେସବୁ ପଢିବ ; | ସବୁ | features...upos=DETdeprel=det PronType=Dem | ବହି | features...upos=NOUNdeprel=obj Number=Plur Gender=Neut | UD_Odia-ODTB |
| ଆଉ ଜଣେ ଭାଇ , ଜ୍ୟୋତିନ୍ଦ୍ରନାଥ ସଂଗୀତକାର , ନାଟ୍ୟକାର , ଓ ରଚୟିତା ଥିଲେ । | ଜଣେ | features...upos=DETdeprel=det PronType=Ind Number=Sing | ଭାଇ | features...upos=NOUNdeprel=nsubj Case=Nom Number=Sing Gender=Masc | UD_Odia-ODTB |
| କେତେ ବର୍ଷ ବିତିଗଲା - ସମ୍ରାଟ ମଲେ । | କେତେ | features...upos=DETdeprel=det PronType=Dem Number=Sing | ବର୍ଷ | features...upos=NOUNdeprel=nsubj Case=Nom Number=Sing Gender=Neut | UD_Odia-ODTB |
| ଭାରତରେ କେତେ ଭାଷା ଚଳୁଛି ସତ ; କିନ୍ତୁ ଏକଦା ସାରା ଦେଶର ଲୋକେ ସଂସ୍କୃତ ଜାଣିଥିଲେ । | କେତେ | features...upos=DETdeprel=det PronType=Dem | ଭାଷା | features...upos=NOUNdeprel=nsubj Number=Sing Gender=Fem | UD_Odia-ODTB |
| ଏହି ସ୍କୃତିଶକ୍ତି ପ୍ରସଙ୍ଗରେ ସ୍ୱଭାବତଃ ବେଦ କଥା ମନେପଡେ । | ଏହି | features...upos=DETdeprel=det PronType=Dem | ସ୍କୃତିଶକ୍ତି | features...upos=NOUNdeprel=nmod Number=Sing Gender=Fem | UD_Odia-ODTB |
| ସେହି ତାରିଖରେ ଆଜି ପର୍ଯ୍ୟନ୍ତ ଶୋକ ବ୍ୟକ୍ତ କରାଯାଉଛି । | ସେହି | features...upos=DETdeprel=det PronType=Dem | ତାରିଖରେ | features...upos=NOUNdeprel=obl Case=Loc Number=Sing | UD_Odia-ODTB |
| ଏହି ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ [ ... ] | ଏହି | features...upos=DETdeprel=det PronType=Dem | ଚର୍ଚ୍ଚା | features...upos=NOUNdeprel=root Number=Sing | UD_Odia-ODTB |
| ଏହି ସମୟରେ ନରେନ୍ଦ୍ର ଏଫ. ଏ. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । | ଏହି | features...upos=DETdeprel=det lemma=ଏହି PronType=Dem | ସମୟରେ | features...upos=NOUNdeprel=obl lemma=ସମୟ Case=Loc Number=Sing | UD_Odia-ODTB |
| କିଛି ବର୍ଷ ପରେ ସେ କହିଥିଲେ ଯେ ଉଚିତ ଶିକ୍ଷା କିଛି ବ୍ୟାଖ୍ୟା ନକରି ଜିଜ୍ଞାସାକୁ ରୋକିଥାଏ । | କିଛି | features...upos=DETdeprel=det PronType=Ind | ବର୍ଷ | features...upos=NOUNdeprel=obl Number=Plur | UD_Odia-ODTB |
| ତାଙ୍କର ଏହି ଗୋଟିଏ ଭୋଟରେ ସରକାରର ପତନ ଘଟିଲା । | ଏହି | features...upos=DETdeprel=det PronType=Dem | ଭୋଟରେ | features...upos=NOUNdeprel=obj Number=Sing | UD_Odia-ODTB |
| ଦିନେ ଛାତଘରେ ଏହି ଧ୍ୟାନର ଖେଳ ଚାଲିଛି , ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା ; | ଏହି | features...upos=DETdeprel=det lemma=ଏହି PronType=Dem | ଧ୍ୟାନର | features...upos=NOUNdeprel=nmod lemma=ଧ୍ୟାନ Case=Gen Number=Sing Gender=Neut | UD_Odia-ODTB |
| ଭାରତରେ କେତେ ଭାଷା ଚଳୁଛି ସତ ; କିନ୍ତୁ ଏକଦା ସାରା ଦେଶର ଲୋକେ ସଂସ୍କୃତ ଜାଣିଥିଲେ । | ସାରା | features...upos=DETdeprel=det PronType=Ind | ଦେଶର | features...upos=NOUNdeprel=nmod Case=Gen Number=Sing Gender=Masc | UD_Odia-ODTB |
| ସେ ଶେଷରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ , କିନ୍ତୁ ସେ ସେଇ ସ୍କୁଲ ଛାଡିଦେଲେ । | ସେଇ | features...upos=DETdeprel=det PronType=Dem | ସ୍କୁଲ | features...upos=NOUNdeprel=obj Case=Nom Number=Sing Gender=Masc | UD_Odia-ODTB |
| ବିଭିନ୍ନ ଅନୁଷ୍ଠାନ ମଧ୍ୟ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କଲେ । | ବିଭିନ୍ନ | features...upos=DETdeprel=det PronType=Ind | ଅନୁଷ୍ଠାନ | features...upos=NOUNdeprel=nsubj Case=Nom Number=Plur | UD_Odia-ODTB |
| ସେ ଯୁଗରେ ବହି ବୋଇଲେ ବଡ ବଡ କାଠ ଗଣ୍ଡି ମାନ ଥିଲା | | ସେ | features...upos=DETdeprel=det PronType=Dem | ଯୁଗରେ | features...upos=NOUNdeprel=obl Case=Loc Number=Sing | UD_Odia-ODTB |
| କିନ୍ତୁ ଯୁଗେ ଯୁଗେ ଯେଉଁ ସବୁ ବହିକୁ ଧ୍ୱଂସ କରିଦିଆହୋଇଛି ବୋଲି ମନେ କରାହୋଇଥାଏ , ସେସବୁ ବହିର ପୁନବିର୍ଭାବ ଘଟେ । | ସବୁ | features...upos=DETdeprel=det PronType=Dem | ବହିକୁ | features...upos=NOUNdeprel=obj Case=Acc Number=Sing | UD_Odia-ODTB |
| ୧୯୦୭ ମସିହାରେ ସେ ସେହି ବିଶ୍ୱବିଦ୍ୟାଳୟରୁ ଏମ.ଏ. ଡିଗ୍ରୀ ହାସଲ କରିଥିଲେ । | ସେହି | features...upos=DETdeprel=det PronType=Dem | ବିଶ୍ୱବିଦ୍ୟାଳୟରୁ | features...upos=NOUNdeprel=nmod Number=Sing Gender=Neut | UD_Odia-ODTB |
| ସେ ୧୯୯୩ ଫେବୃଆରୀରେ ଗୁଣପୁର ନିକଟସ୍ଥ ଲିମାମେଡାଠାରେ ଆଦିବାସୀ ଝିଅଙ୍କ ନିମନ୍ତେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । | ଏକ | features...upos=DETdeprel=det PronType=Ind | ଅନାଥାଶ୍ରମ | features...upos=NOUNdeprel=obj Case=Nom Number=Sing Gender=Masc | UD_Odia-ODTB |
| କଥା ହେଲା , ରାଇଜଯାକରେ ଯେତେ ବହି ଅଛି ସବୁଥିରେ ଯେ ମହାମହିମ ସମ୍ରାଟ ବା ତାଙ୍କ ପୂର୍ବପୁରୁଷଙ୍କ ଗୁଣଗାନ କରାଯାଇଛି , ଏ କଥା ତା କୁହ ଯାଇ ପାରେନା । | ଏ | features...upos=DETdeprel=det PronType=Dem | କଥା | features...upos=NOUNdeprel=nsubj Case=Nom Number=Sing | UD_Odia-ODTB |
| ତାଙ୍କ ଧର୍ମଶାସ୍ତ୍ରରେ ଯାହା ଲେଖାଅଛି , ଏହି ସବୁ ବହି ଯଦି ସେ କଥାର ବିରୋଧ କରୁଥିବ , ତେବେ ତ ଏସବୁ ନିଶ୍ଚୟ ପୋଡ଼ାହେବା ଚାହି | | ସବୁ | features...upos=DETdeprel=det PronType=Dem | ବହି | features...upos=NOUNdeprel=dislocated Case=Nom Number=Plur Gender=Neut | UD_Odia-ODTB |
| ଟାଗୋରଙ୍କ ବଡ଼ ଭାଇ ଦ୍ୱିଜେନ୍ଦ୍ରନାଥ ଜଣେ ଦାର୍ଶନିକ ଓ କବି ଥିଲେ । | ଜଣେ | features...upos=DETdeprel=det PronType=Ind Number=Sing | ଦାର୍ଶନିକ | features...upos=NOUNdeprel=obj Case=Acc Number=Sing Gender=Masc | UD_Odia-ODTB |
| ଭାରତ ସ୍ୱାଧୀନ ହେବା ପରେ ଉଭୟ ଦମ୍ପତି କୌଣସି ଚାକିରି କରିନଥିଲେ । | କୌଣସି | features...upos=DETdeprel=det lemma=କୌଣସି PronType=Ind | ଚାକିରି | features...upos=NOUNdeprel=obj lemma=ଚାକିରି Case=Acc Number=Sing Gender=Fem | UD_Odia-ODTB |
| ସୁପ୍ରାଚୀନ ଆଲେକ୍ ଜାଣ୍ଡ୍ରିଆ ନଗରୀରେ ଏକଦା ଥିଲା ଏକ ବିରାଟ ପାଠଗାର । | ଏକ | features...upos=DETdeprel=det PronType=Ind | ପାଠଗାର | features...upos=NOUNdeprel=nsubj Case=Nom Number=Sing Gender=Neut | UD_Odia-ODTB |
| ଟାଗୋର ବହୁତ ଗଳ୍ପ , କବିତା , ଓ ନାଟକ ରଚନା କରିଥିଲେ ଓ ତା' ସହ ଲେଖିଥିଲେ ବହୁତ ଗୀତ ଓ ସଙ୍ଗୀତ । | ବହୁତ | features...upos=DETdeprel=det PronType=Ind | ଗଳ୍ପ | features...upos=NOUNdeprel=obj Case=Acc Number=Plur | UD_Odia-ODTB |
| ଏହି ରୋଗର ମୁଖ୍ୟ କାରଣ ଭୁଲ ଜୀବନଶୈଳୀ ଏବଂ ଖାଇବାରେ ଅବହେଳା ହେତୁ ହୋଇଥାଏ । | ଏହି | features...upos=DETdeprel=det lemma=ଏହି PronType=Dem | ରୋଗର | features...upos=NOUNdeprel=nmod lemma=ରୋଗ Case=Gen Number=Sing | UD_Odia-ODTB |
| ସମଗ୍ର ଜେରୁଜେଲମ୍ ଉପରେ ଇସ୍ରାଏଲ୍ର ସାର୍ବଭୌମତ୍ୱକୁ ଆନ୍ତର୍ଜାତିକ ସମୁଦାୟ ଅନୁମୋଦ ଦେଉ ନାହାନ୍ତି । | ସମଗ୍ର | features...upos=DETdeprel=det PronType=Dem | ଜେରୁଜେଲମ୍ | features...upos=PROPNdeprel=obl Case=Nom Number=Sing Gender=Neut | UD_Odia-ODTB |
| ସେଦିନ ହୁଏତ ଶତ ଶତ ଶିଶୁଙ୍କର ଜନ୍ମ ହୋଇଛି , କିନ୍ତୁ ଏହି ଶିଶୁଟିକୁ ହିଁ ବିଶେଷ କରି ଜଗତ ସ୍ମରଣ କରି ରଖିଛି । | ଏହି | features...upos=DETdeprel=det lemma=ଏହି PronType=Dem | ଶିଶୁଟିକୁ | features...upos=NOUNdeprel=obj lemma=ଶିଶୁ Case=Acc Number=Sing | UD_Odia-ODTB |
| ଚୀନ ଦେଶରେ ଥିଲେ ଜଣେ ସମ୍ରାଟ ନାମ ସିହ୍ବାଂତୀ । | ଜଣେ | features...upos=DETdeprel=det PronType=Ind Number=Sing | ସମ୍ରାଟ | features...upos=NOUNdeprel=nsubj Case=Nom Number=Sing | UD_Odia-ODTB |
| ଟାଗୋର ମାନସୀ ( ୧୮୯୦ ) ନାମକ ଏକ କବିତା ଲେଖିଥିଲେ , ଯେତେ କାମ କରିଥିଲେ ସେ ମଧ୍ୟରେ ସବୁଠାରୁ ଭଲ କାମ ଥିଲା । | ଏକ | features...upos=DETdeprel=det PronType=Ind | କବିତା | features...upos=NOUNdeprel=obj Case=Nom Number=Sing Gender=Fem | UD_Odia-ODTB |
| ରମାଦେବୀ ଚୌଧୁରୀ ( ୩ ଡିସେମ୍ବର ୧୮୯୯ – ୨୨ ଜୁଲାଇ ୧୯୮୫ ) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । | ଜଣେ | features...upos=DETdeprel=det PronType=Ind Number=Sing | ସଂଗ୍ରାମୀ | features...upos=NOUNdeprel=xcomp Case=Nom Number=Sing Gender=Com | UD_Odia-ODTB |
| ସେ ସବୁ ଧର୍ମଯାଜକଙ୍କୁ ପଚାରନ୍ତି - ଆପଣ ଈଶ୍ୱରଙ୍କୁ ଦର୍ଶନ କରିଛନ୍ତି କି ? | ସବୁ | features...upos=DETdeprel=det lemma=ସବୁ PronType=Dem | ଧର୍ମଯାଜକଙ୍କୁ | features...upos=NOUNdeprel=obj lemma=ଧର୍ମଯାଜକ Number=Plur | UD_Odia-ODTB |
| କିଛି ଇଟା ପଥର ତ ବଞ୍ଚିଗଲା | | କିଛି | features...upos=DETdeprel=det PronType=Ind | ଇଟା | features...upos=NOUNdeprel=compound Case=Nom Number=Sing Gender=Neut | UD_Odia-ODTB |
| ଜଣେ ମୁସଲମାନ ମହକିଲ ଥରେ ଆଦର କରି ନରେନ୍କୁ ଭଲ ଭଲ ସନ୍ଦେଶ ଖୁଆଇ ଦେଲେ । | ଜଣେ | features...upos=DETdeprel=det lemma=ଜଣେ PronType=Ind | ମହକିଲ | features...upos=NOUNdeprel=nsubj lemma=ମହକିଲ Case=Nom Number=Sing | UD_Odia-ODTB |
| ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିଚ୍ଛୁରଣ କୁହାଯାଏ , ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । | ଏହି | features...upos=DETdeprel=det lemma=ଏହି PronType=Dem | ପରିପ୍ରକାଶ | features...upos=NOUNdeprel=nsubj lemma=ପରିପ୍ରକାଶ Case=Nom Number=Sing Gender=Masc | UD_Odia-ODTB |
| କିନ୍ତୁ ଏତିକି ବେଳେ ଘଟିଗଲା ଏକ ବଡ଼ ଅଘଟଣ । | ଏକ | features...upos=DETdeprel=det PronType=Ind | ଅଘଟଣ | features...upos=NOUNdeprel=nsubj Number=Sing | UD_Odia-ODTB |
| ଯେଉଁ ସବୁ ବହି ଧ୍ୱଂସ ହୋଇଛି ବୋଲି ସମ୍ରାଟ୍ ଭାବିଥିଲେ , ସେ ସମସ୍ତ ବହି ପୁଣି ଦେଖା ଦେଲେ । | ସବୁ | features...upos=DETdeprel=det PronType=Ind Number=Plur | ବହି | features...upos=NOUNdeprel=nsubj Case=Nom Number=Plur Gender=Neut | UD_Odia-ODTB |
| ସମ୍ରାଟ ତେଣୁ ଆଦେଶ ଦେଲେ - ସବୁ ବହି ଜାଳି ଦିଅ | | ସବୁ | features...upos=DETdeprel=det PronType=Ind | ବହି | features...upos=NOUNdeprel=obj Case=Acc Number=Plur Gender=Neut | UD_Odia-ODTB |
| ପରେ ସେ ଏହି ଘଟଣାକୁ ମନେ ପକାଇ କହିଥିଲେ , ଜିଫାର୍ଡ ମୋତେ ପରୀକ୍ଷା କରିଥିଲେ ଏବଂ ପ୍ରମାଣିତ କରିଥିଲେ ଯେ ମୁଁ ଯକ୍ଷ୍ମା ରୋଗରେ ମରିବାକୁ ଯାଉଛି ... ଯଦି ମୁଁ ଇଂଲଣ୍ଡ ଯିବି । | ଏହି | features...upos=DETdeprel=det PronType=Dem | ଘଟଣାକୁ | features...upos=NOUNdeprel=obj Case=Acc Number=Sing | UD_Odia-ODTB |
| ଅନେକ ବଡ ବଡ ବହିକୁ , ଅର୍ଥାତ କାଠ ଗଣ୍ଡିମାନଙ୍କୁ ଗଡ଼ାଇ ଗଡ଼ାଇ ନେଇ ସେହି ପ୍ରାଚୀର ଭିତରେ ଭର୍ତ୍ତି କରିଦିଆଗଲା । | ଅନେକ | features...upos=DETdeprel=det PronType=Ind | ବହିକୁ | features...upos=NOUNdeprel=obj Case=Acc Number=Sing | UD_Odia-ODTB |
| ବର୍ତ୍ତମାନ ମୋ ମୁଣି ଖାଲି , ମୁଁ ସବୁ କିଛି ଦେଇ ସାରିଛି ଯାହା ଦରକାର ଥିଲା । | ସବୁ | features...upos=DETdeprel=det PronType=Dem | କିଛି | features...upos=NOUNdeprel=obj Case=Nom Number=Sing | UD_Odia-ODTB |
| ଟାଗୋର ମିଥିଲି ଭାଷାରେ କବିତା ବିଦ୍ୟପତିଙ୍କ ପରି ଲେଖୁଥିଲେ , ବିଦ୍ୟାପତି ହେଉଛନ୍ତି ମିଥିଲି ଭାଷାର ଜଣେ ଖ୍ୟାତନାମ କବି । | ଜଣେ | features...upos=DETdeprel=det PronType=Ind | କବି | features...upos=NOUNdeprel=xcomp Case=Nom Number=Sing Gender=Masc | UD_Odia-ODTB |
| ଏହି ଘଟଣାରେ କୌଣସି ମୃତାହତ ସୂଚନା ମିଳିନାହିଁ । | ଏହି | features...upos=DETdeprel=det PronType=Dem | ଘଟଣାରେ | features...upos=NOUNdeprel=nmod Case=Loc Number=Sing | UD_Odia-ODTB |
| ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ ( ୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦ ) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଥିଲେ । | ଜଣେ | features...upos=DETdeprel=det PronType=Ind | ବିଜ୍ଞାନୀ | features...upos=NOUNdeprel=obj Number=Sing | UD_Odia-ODTB |
| ରମଣଙ୍କର ଅନେକ ସମୟରେ ସ୍ବାସ୍ଥ୍ୟାବସ୍ଥା ଖରାପ ରହୁଥିବାରୁ ତାଙ୍କୁ ଦୁର୍ବଳ ବୋଲି ବିବେଚନା କରାୟାଉଥିଲା । | ଅନେକ | features...upos=DETdeprel=det PronType=Ind | ସମୟରେ | features...upos=NOUNdeprel=obl Case=Loc Number=Sing | UD_Odia-ODTB |