Example items (sample of 50)

sen_strVerb_formVerb_featuresobj_formobj_featurestreebank_link
ଏଣ୍ଟ୍ରାନ୍‌ସ ପାଶ୍‌ କରିବା ପୂର୍ବରୁ ସମୁଦାୟ ଭାରତର ଇତିହାସ ସେ ଆୟତ୍ତ କରିଥିଲେ ।କରିଥିଲେ
features...upos=VERB
deprel=root
lemma=କରି
xpos=V_VM_VF
Mood=Ind
Tense=Past
VerbForm=Fin
Voice=Act
ଆୟତ୍ତ
features...upos=NOUN
lemma=ଆୟତ୍ତ
xpos=N_NN
Case=Nom
Gender=Neut
Number=Sing
deprel=obj
UD_Odia-ODTB
ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ସହାୟତା
features...upos=NOUN
xpos=N_NN
Case=Acc
Number=Sing
deprel=obj
UD_Odia-ODTB
ପରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପଢ଼ି ସେଠାରୁ ବି ଏ ଡିଗ୍ରୀ ହାସଲ କଲେ ।କଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ହାସଲ
features...upos=NOUN
xpos=N_NN
VerbForm=Vnoun
deprel=obj
UD_Odia-ODTB
କଥା ହେଲା , ରାଇଜଯାକରେ ଯେତେ ବହି ଅଛି ସବୁଥିରେ ଯେ ମହାମହିମ ସମ୍ରାଟ ବା ତାଙ୍କ ପୂର୍ବପୁରୁଷଙ୍କ ଗୁଣଗାନ କରାଯାଇଛି , ଏ କଥା ତା କୁହ ଯାଇ ପାରେନା ।କରାଯାଇଛି
features...upos=VERB
deprel=ccomp
xpos=V_VM_VF
Aspect=Perf
Mood=Ind
Tense=Pres
VerbForm=Fin
ଗୁଣଗାନ
features...upos=NOUN
xpos=N_NN
Case=Acc
Number=Sing
deprel=obj
UD_Odia-ODTB
୧୯୦୭ ମସିହାରେ ସେ ସେହି ବିଶ୍ୱବିଦ୍ୟାଳୟରୁ ଏମ.ଏ. ଡିଗ୍ରୀ ହାସଲ କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ଡିଗ୍ରୀ
features...upos=NOUN
xpos=N_NN
Case=Nom
Number=Sing
deprel=obj
UD_Odia-ODTB
ଏହା ଦେଖି ସେ ୧୯୬୪ ମସିହାରେ ରାୟଗଡ଼ାଠାରେ ମାତ୍ର ସାତ ଜଣ ଆଦିବାସୀ ଝିଅଙ୍କୁ ନେଇ " ସେବା ସମାଜ " ନାମକ ଏକ ସେବାମୂଳକ ସଂସ୍ଥା ପ୍ରତିଷ୍ଠା କରିଥିଲେ ।ଦେଖି
features...upos=VERB
deprel=advcl
xpos=V_VM_VNF
Aspect=Perf,Perf
Mood=Ind,Ind
Tense=Past
ଏହା
features...upos=PRON
xpos=PR_PRL
Case=Nom
Number=Sing
PronType=Dem
deprel=obj
UD_Odia-ODTB
ତାଙ୍କ ଭାଇ ହେମେନ୍ଦ୍ରନାଥ ଟାଗୋର ତାଙ୍କୁ ପଢ଼ାଉଥିଲେ ଓ ଶାରିରୀକ ଶିକ୍ଷା ଦେଉଥିଲେ : ଗଙ୍ଗାରେ ପହଁରିବା , ପାହାଡ଼ ଚଢ଼ିବା , ବ୍ୟାୟାମ ବିଦ୍ୟା , ଜୁଡ଼ୋ ଅଭ୍ୟାସ , ଓ କୁସ୍ତି ।ପଢ଼ାଉଥିଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ତାଙ୍କୁ
features...upos=PRON
xpos=PR_PRP
Case=Acc
Gender=Masc
Number=Sing
Person=3
PronType=Prs
deprel=obj
UD_Odia-ODTB
ପୁଣି ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ପରେ ବାତ୍ୟା ପ୍ରପୀଡିତ ଆଦିବାସୀ ପିଲାଙ୍କ ସେବା ନିମିତ୍ତ ଜବରଗୁଡାଠାରେ ଅନ୍ୟ ଏକ ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ଆଶ୍ରମ
features...upos=NOUN
xpos=N_NN
Case=Nom
Gender=Masc
Number=Sing
deprel=obj
UD_Odia-ODTB
ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେ ମୃତ୍ୟୁବରଣ କରିଥିଲେ ।ଯାଇଥିଲେ
features...upos=VERB
deprel=advcl
xpos=V_VM_VF
Mood=Ind
Tense=Past
VerbForm=Fin
ଡାକ୍ତରଖାନା
features...upos=NOUN
xpos=N_NN
Number=Sing
deprel=obj
UD_Odia-ODTB
ପ୍ରାକ୍ - ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ୧୩ ବର୍ଷ ବୟସରେ ବୃତ୍ତି ସହ , ଆନ୍ଧ୍ର ପ୍ରଦେଶ ସ୍କୁଲ ବୋର୍ଡ ପରୀକ୍ଷା ଅଧୀନରେ ଉଭୟରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ହାସଲ
features...upos=NOUN
xpos=N_NN
VerbForm=Vnoun
deprel=obj
UD_Odia-ODTB
କିଛି ବର୍ଷ ପରେ ସେ କହିଥିଲେ ଯେ ଉଚିତ ଶିକ୍ଷା କିଛି ବ୍ୟାଖ୍ୟା ନକରି ଜିଜ୍ଞାସାକୁ ରୋକିଥାଏ ।ରୋକିଥାଏ
features...upos=VERB
deprel=ccomp
xpos=V_VM_VF
Mood=Ind
Tense=Pres
VerbForm=Fin
ଜିଜ୍ଞାସାକୁ
features...upos=NOUN
xpos=N_NN
Case=Acc
Gender=Fem
Number=Sing
deprel=obj
UD_Odia-ODTB
ଟାଗୋର ମାନସୀ ( ୧୮୯୦ ) ନାମକ ଏକ କବିତା ଲେଖିଥିଲେ , ଯେତେ କାମ କରିଥିଲେ ସେ ମଧ୍ୟରେ ସବୁଠାରୁ ଭଲ କାମ ଥିଲା ।କରିଥିଲେ
features...upos=VERB
deprel=advcl
xpos=V_VM_VF
Mood=Ind
Tense=Past
VerbForm=Fin
କାମ
features...upos=NOUN
xpos=N_NN
Case=Nom
Gender=Masc
Number=Sing
deprel=obj
UD_Odia-ODTB
ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ , ତାହା ପଞ୍ଜାବର ଅମୃତସର , ହିମାଳୟର ଡେଲହଉସି ।କରିଥିଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ସ୍ଥାନ
features...upos=NOUN
xpos=N_NN
Case=Acc
Gender=Neut
Number=Sing
deprel=obj
UD_Odia-ODTB
ସେ ସମୟରେ ଦୀର୍ଘସମୟଧରି ଅତ୍ୟଧିକ ଯନ୍ତ୍ରଣା ଭୋଗ କରୁଥିଲେ , ୭ ଅଗଷ୍ଟ ୧୯୪୧ରେ ମୃତ୍ୟୁବରଣ କରିଥିଲେ ୮୦ ବର୍ଷ ବୟସରେ ।କରିଥିଲେ
features...upos=VERB
deprel=parataxis
xpos=V_VM_VF
Aspect=Perf
Mood=Ind
Tense=Past
ମୃତ୍ୟୁବରଣ
features...upos=NOUN
xpos=N_NN
Case=Nom
Number=Sing
deprel=obj
UD_Odia-ODTB
ସେ ଯୁଗରେ ବହି ବୋଇଲେ ବଡ ବଡ କାଠ ଗଣ୍ଡି ମାନ ଥିଲା |ବୋଇଲେ
features...upos=VERB
deprel=acl
xpos=V_VM_VF
Mood=Ind
Tense=Past
VerbForm=Fin
Voice=Act
ବହି
features...upos=NOUN
xpos=N_NN
Case=Acc
Number=Sing
deprel=obj
UD_Odia-ODTB
ଟାଗୋରଙ୍କ ପତ୍ରିକା ତାଙ୍କୁ କିଛି ଦିନରେ ଲୋକପ୍ରିୟ କରିଦେଇଥିଲା , ସେହି ସମୟରେ ସେ ଥ୍ରୀ- ଭଲ୍ୟୁମ ଗଳ୍ପଅଧାରୁ ଅଧିକ ଲେଖିଥିଲ , ୮୪ ଗଳ୍ପ ଗଳ୍ପଗୁଚ୍ଛ ଲେଖିଥିଲେ ।ଲେଖିଥିଲ
features...upos=VERB
deprel=parataxis
xpos=V_VM_VF
Tense=Past
ଗଳ୍ପଅଧାରୁ
features...upos=NOUN
xpos=N_NN
Case=Acc
Number=Sing
deprel=obj
UD_Odia-ODTB
ଆଉ ଜଣେ ଭାଇ ସତ୍ୟନ୍ଦରନାଥ , ଭାରତର ପ୍ରଥମ ସମସ୍ତ - ୟୁରୋପୀୟ ଇଣ୍ଡିଆନ ସିଭିଲ ସର୍ଭିସରେ ନିଯୁକ୍ତି ପାଇଥିଲେ ।ପାଇଥିଲେ
features...upos=VERB
deprel=root
xpos=V_VM
Mood=Ind
Tense=Past
ନିଯୁକ୍ତି
features...upos=NOUN
xpos=N_NN
Case=Acc
Number=Sing
deprel=obj
UD_Odia-ODTB
ପ୍ରଶ୍ନ : ମୁଁ ଅନ୍ୟମାନଙ୍କ ସାଙ୍ଗରେ ମିଳାମିଶା କରିପାରିବି କି ?କରିପାରିବି
features...upos=VERB
deprel=root
xpos=V_VM_VF
Mood=Ind
Tense=Pres
VerbForm=Fin
ମିଳାମିଶା
features...upos=NOUN
xpos=N_NN
Number=Sing
deprel=obj
UD_Odia-ODTB
୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ ମଧୁସୂଦନ ଦାସଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ ।କରିଥିଲେ
features...upos=VERB
deprel=root
lemma=କରିଥିଲେ
xpos=V_VM_VF
Aspect=Perf
Mood=Ind
Polarity=Pos
Tense=Past
ପରାମର୍ଶ
features...upos=NOUN
lemma=ପରାମର୍ଶ
xpos=N_NN
Case=Nom
Gender=Masc
Number=Sing
deprel=obj
UD_Odia-ODTB
ଗାଜର ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ।ହୋଇଥାଏ
features...upos=VERB
deprel=root
xpos=V_VM_VF
Mood=Ind
Tense=Pres
VerbForm=Fin
ଶରୀର
features...upos=NOUN
xpos=N_NN
Number=Sing
deprel=obj
UD_Odia-ODTB
ହିନ୍ଦୁ - ଜର୍ମାନୀ ଷଡଯନ୍ତ୍ରର ଅବଗତ କରିବା ପାଇଁ ସେ ଚିଠି ଲେଖିଥିଲେ ।କରିବା
features...upos=VERB
deprel=acl
xpos=V_VM_VNF
ଅବଗତ
features...upos=NOUN
xpos=N_NN
Case=Nom
Number=Sing
deprel=obj
UD_Odia-ODTB
ଆମି ଏଯାଏଁ କିନ୍ତୁ ବିବାହ କରିନାହାନ୍ତି ।କରିନାହାନ୍ତି
features...upos=VERB
deprel=root
xpos=V_VM
Mood=Ind
Polarity=Neg
Tense=Pres
VerbForm=Fin
ବିବାହ
features...upos=NOUN
xpos=N_NN
Case=Acc
Gender=Masc
Number=Sing
deprel=obj
UD_Odia-ODTB
ଜୋନ୍ସ କର୍ଣ୍ଣେଲ ଗିଫାର୍ଡଙ୍କ ସହ ରମଣଙ୍କ ଶାରୀରିକ ନିରୀକ୍ଷଣ ପାଇଁ ବ୍ୟବସ୍ଥା କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ବ୍ୟବସ୍ଥା
features...upos=NOUN
xpos=N_NN
VerbForm=Vnoun
deprel=obj
UD_Odia-ODTB
ସମ୍ରାଟଙ୍କ ସିପାହୀମାନେ ଗାଁ ଗଣ୍ଡା , ସହର ବଜାର ବୁଲି ମଉଜ କରି ବହିମାନ ଜାଳିଲେ |ଜାଳିଲେ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ବହିମାନ
features...upos=NOUN
xpos=N_NN
Case=Acc
Number=Plur
deprel=obj
UD_Odia-ODTB
ଶାନ୍ତି ଦେବୀ , ୧୮ ଅପ୍ରେଲ ୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଗୋପାଳ ଗାଁରେ ଜନ୍ମଗ୍ରହଣ କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ଜନ୍ମଗ୍ରହଣ
features...upos=NOUN
xpos=N_NN
Case=Acc
Gender=Masc
Number=Sing
VerbForm=Vnoun
deprel=obj
UD_Odia-ODTB
ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି ।କରିଛନ୍ତି
features...upos=VERB
deprel=root
xpos=V_VM_VF
Tense=Pres
ଶୋକବ୍ୟକ୍ତ
features...upos=NOUN
xpos=N_NN
deprel=obj
UD_Odia-ODTB
ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏନେଇ ଅଧିକ ଖବର ହସ୍ତଗତ ହୋଇପାରିନାହିଁ ।ହୋଇପାରିନାହିଁ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Polarity=Neg
Tense=Pres
VerbForm=Fin
ଏନେଇ
features...upos=PRON
xpos=PR_PRI
Gender=Neut
Number=Sing
Person=3
PronType=Dem
deprel=obj
UD_Odia-ODTB
ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେ ମୃତ୍ୟୁବରଣ କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ମୃତ୍ୟୁବରଣ
features...upos=NOUN
xpos=N_NN
Number=Sing
deprel=obj
UD_Odia-ODTB
ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ କରିବାକୁ ତାରିଖ ଘୋଷଣା କରନ୍ତୁ ।କରନ୍ତୁ
features...upos=VERB
deprel=root
xpos=V_VM_VF
Mood=Imp
Tense=Pres
VerbForm=Fin
ଘୋଷଣା
features...upos=NOUN
xpos=N_NN
deprel=obj
UD_Odia-ODTB
ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ ।କରାଇଥିଲେ
features...upos=VERB
deprel=root
lemma=କରାଇବା
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
କାର୍ଯ୍ୟ
features...upos=NOUN
lemma=କାର୍ଯ୍ୟ
xpos=N_NN
Case=Acc
Gender=Neut
Number=Sing
deprel=obj
UD_Odia-ODTB
ଉପନୟନ ପରେ , ୧୮୭୩ ମସିହାରେ ଫେବୃଆରୀ ମାସରେ , ସେ ଯେତେବେଳେ ୧୧ ବର୍ଷର ହୋଇଥିଲେ , ସେ ତାଙ୍କ ବାପାଙ୍କ ସହ ଭାରତ ପରିଦର୍ଶନ ଯାଇଥିଲେ ।ଯାଇଥିଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ପରିଦର୍ଶନ
features...upos=NOUN
xpos=N_NN
Case=Nom
Gender=Neut
Number=Sing
deprel=obj
UD_Odia-ODTB
ଭୁବନେଶ୍ୱର : ଦିନକୁ ଦିନ ବ୍ୟାପୁଥିବା ମହାମାରୀ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି ।ଭିଡିଛନ୍ତି
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Pres
VerbForm=Fin
କରୋନାକୁ
features...upos=PROPN
xpos=N_NNP
Case=Acc
deprel=obj
UD_Odia-ODTB
ତାଙ୍କର ପିତା ଓସ୍ତାଦ୍‌ ରଖି ତାଙ୍କୁ ଗୀତବାଦ୍ୟ ଶିଖାଇବାର ବ୍ୟବସ୍ଥା କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
ବ୍ୟବସ୍ଥା
features...upos=NOUN
xpos=N_NN
Case=Acc
Number=Sing
deprel=obj
UD_Odia-ODTB
ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ ।କରନ୍ତୁ
features...upos=VERB
deprel=ccomp
xpos=V_VM_VF
Mood=Imp
VerbForm=Fin
ଦାନ
features...upos=NOUN
xpos=N_NN
Case=Acc
Number=Sing
deprel=obj
UD_Odia-ODTB
ଲୋକସଭା ନିର୍ବାଚନ ଲଢିବେନି ଏନସିପି ସୁପ୍ରିମୋ ଶରଦ ପାୱାର ।ଲଢିବେନି
features...upos=VERB
deprel=root
xpos=V_VM_VF
Mood=Ind
Polarity=Neg
Tense=Fut
VerbForm=Fin
ନିର୍ବାଚନ
features...upos=NOUN
xpos=N_NN
Number=Sing
deprel=obj
UD_Odia-ODTB
୧୮ ବର୍ଷ ବୟସରେ , ଯେତେବେଳେ ସେ ଗ୍ରାଜୁଏଟ୍ ଛାତ୍ର ଥିଲେ , ସେ ୧୯୦୬ରେ ବ୍ରିଟିଶ୍ ଜର୍ଣ୍ଣାଲ ଫିଲୋସୋଫିକାଲ ମାଗାଜିନରେ " ଏକ ଆୟତକ୍ଷେତ୍ରୀୟ ଛିଦ୍ର ଯୋଗୁଁ ଅପ୍ରତିସମ ବିଚ୍ଛୁରଣ ବ୍ୟାଣ୍ଡ୍ " ଉପରେ ତାଙ୍କର ପ୍ରଥମ ବୈଜ୍ଞାନିକ ପେପର ପ୍ରକାଶ କରିଥିଲେ ।କରିଥିଲେ
features...upos=VERB
deprel=conj
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ପେପର
features...upos=NOUN
xpos=N_NN
Case=Nom
Number=Sing
deprel=obj
UD_Odia-ODTB
ଏନେଇ ନାବାଳିକାର ବାପା ତାଳଚୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ଅଭିଯୋଗ
features...upos=NOUN
xpos=N_NN
Number=Sing
deprel=obj
UD_Odia-ODTB
ଟାଗୋର ବହୁତ ପରିମାଣରେ ବିଦ୍ୟାଳୟଠାରୁ , ଶିକ୍ଷାଠୁ ଦୂରରେ ରହୁଥିଲେ , ଓ ସେ ତାଙ୍କ ପରିବାର ସହ ବୋଲପୁର ଏବଂ ପାନୀହାତ ବୁଲିବା ପସନ୍ଦ କରୁଥିଲେ ।କରୁଥିଲେ
features...upos=VERB
deprel=conj
xpos=V_VM_VF
Mood=Ind
Tense=Past
VerbForm=Fin
ପସନ୍ଦ
features...upos=NOUN
xpos=N_NN
Case=Nom
Gender=Neut
Number=Sing
deprel=obj
UD_Odia-ODTB
ବିନୋବା ଭାବେଙ୍କ " ଅହିଂସାର ଅନ୍ୱେଷଣ " ପୁସ୍ତକର ସେ ଓଡ଼ିଆ ଅନୁବାଦ କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ପୁସ୍ତକର
features...upos=NOUN
xpos=N_NN
Case=Gen
Number=Sing
deprel=obj
UD_Odia-ODTB
ସେ ଓ ଡେପୁଟି କଲେକ୍ଟର ପଦବୀ ଛାଡ଼ି ଗୋପବନ୍ଧୁ ସ୍ୱଦେଶୀ ଆନ୍ଦୋଳନରେ ଯୋଗ ଦେଇଥିଲେ ।ଛାଡ଼ି
features...upos=VERB
deprel=advcl
xpos=V_VM_VNF
Aspect=Perf
Tense=Past
ପଦବୀ
features...upos=NOUN
xpos=N_NN
Case=Acc
Gender=Fem
Number=Sing
deprel=obj
UD_Odia-ODTB
ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ ।ଦେଉଥିଲେ
features...upos=VERB
deprel=root
lemma=ଦେବା
xpos=V_VM_VF
Aspect=Prog
Mood=Ind
Polarity=Pos
Tense=Past
VerbForm=Fin
Voice=Act
ଯୋଗ
features...upos=NOUN
lemma=ଯୋଗ
xpos=N_NN
Case=Acc
Gender=Neut
Number=Sing
Person=3
deprel=obj
UD_Odia-ODTB
୧୯୦୨ ରେ ସେ ମାଡ୍ରାସର ପ୍ରେସିଡେନ୍ସି କଲେଜରେ ଯୋଗ ଦେଲେ ।ଦେଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ଯୋଗ
features...upos=NOUN
xpos=N_NN
Case=Acc
Gender=Neut
Number=Sing
Person=3
VerbForm=Vnoun
deprel=obj
UD_Odia-ODTB
୧୯୦୪ ମସିହାରେ , ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଏ. ଡିଗ୍ରୀ ହାସଲ କରିଥିଲେ , ଯେଉଁଠାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।କରିଥିଲେ
features...upos=VERB
deprel=root
lemma=କରିଥିଲେ
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ଡିଗ୍ରୀ
features...upos=NOUN
lemma=ଡିଗ୍ରୀ
xpos=N_NN
Case=Nom
Number=Sing
deprel=obj
UD_Odia-ODTB
ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
ଲାଭ
features...upos=NOUN
xpos=N_NN
Case=Acc
Number=Sing
deprel=obj
UD_Odia-ODTB
ପରିବାରର ୧୪ ପିଲାଙ୍କ ମଧ୍ୟରେ ସେ ବାପା ମା ' ଙ୍କ ସବୁଠୁ ସାନ ପୁଅ ଥିଲେ ।ଥିଲେ
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ପୁଅ
features...upos=NOUN
xpos=N_NN
Number=Sing
deprel=obj
UD_Odia-ODTB
ପରେ ଉଭୟ ପରସ୍ପର ଉପରକୁ ପଥର ଫୋପାଡିଥିଲେ ।ଫୋପାଡିଥିଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ପଥର
features...upos=NOUN
xpos=N_NN
Number=Plur
deprel=obj
UD_Odia-ODTB
ତାଙ୍କ ଭଉଣୀ ସ୍ୱର୍ଣ୍ଣ କୁମାରୀ ଦେବୀ ଜଣେ ଔପନାସିକା ଥିଲେ ।ଥିଲେ
features...upos=VERB
deprel=root
xpos=V_VM_VF
Mood=Ind
Tense=Past
VerbForm=Fin
ଔପନାସିକା
features...upos=NOUN
xpos=N_NN
Case=Nom
Gender=Fem
Number=Sing
deprel=obj
UD_Odia-ODTB
ଅନେକ ବଡ ବଡ ବହିକୁ , ଅର୍ଥାତ କାଠ ଗଣ୍ଡିମାନଙ୍କୁ ଗଡ଼ାଇ ଗଡ଼ାଇ ନେଇ ସେହି ପ୍ରାଚୀର ଭିତରେ ଭର୍ତ୍ତି କରିଦିଆଗଲା ।କରିଦିଆଗଲା
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Past
VerbForm=Fin
ବହିକୁ
features...upos=NOUN
xpos=N_NN
Case=Acc
Number=Sing
deprel=obj
UD_Odia-ODTB
ସେ ଗୁଣପୁରଠାରେ ସେବା ସମାଜ ନାମକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।କରିଥିଲେ
features...upos=VERB
deprel=root
xpos=V_VM_VF
Mood=Ind,Ind
Tense=Past
Voice=Act
ଅନୁଷ୍ଠାନ
features...upos=NOUN
xpos=N_NN
Number=Sing
deprel=obj
UD_Odia-ODTB
କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ନେଇ ସୁପାରିଶ କରିବାକୁ ଦାବି କରିଛି ।କରିଛି
features...upos=VERB
deprel=root
xpos=V_VM_VF
Aspect=Perf
Mood=Ind
Tense=Pres
VerbForm=Fin
ସୁପାରିଶ
features...upos=NOUN
xpos=N_NN
deprel=obj
UD_Odia-ODTB