Example items (sample of 50)
| sen_str | Verb_form | Verb_features | obj_form | obj_features | treebank_link |
|---|---|---|---|---|---|
| ଏଣ୍ଟ୍ରାନ୍ସ ପାଶ୍ କରିବା ପୂର୍ବରୁ ସମୁଦାୟ ଭାରତର ଇତିହାସ ସେ ଆୟତ୍ତ କରିଥିଲେ । | କରିଥିଲେ | features...upos=VERBdeprel=root lemma=କରି xpos=V_VM_VF Mood=Ind Tense=Past VerbForm=Fin Voice=Act | ଆୟତ୍ତ | features...upos=NOUNlemma=ଆୟତ୍ତ xpos=N_NN Case=Nom Gender=Neut Number=Sing deprel=obj | UD_Odia-ODTB |
| ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ସହାୟତା | features...upos=NOUNxpos=N_NN Case=Acc Number=Sing deprel=obj | UD_Odia-ODTB |
| ପରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପଢ଼ି ସେଠାରୁ ବି ଏ ଡିଗ୍ରୀ ହାସଲ କଲେ । | କଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ହାସଲ | features...upos=NOUNxpos=N_NN VerbForm=Vnoun deprel=obj | UD_Odia-ODTB |
| କଥା ହେଲା , ରାଇଜଯାକରେ ଯେତେ ବହି ଅଛି ସବୁଥିରେ ଯେ ମହାମହିମ ସମ୍ରାଟ ବା ତାଙ୍କ ପୂର୍ବପୁରୁଷଙ୍କ ଗୁଣଗାନ କରାଯାଇଛି , ଏ କଥା ତା କୁହ ଯାଇ ପାରେନା । | କରାଯାଇଛି | features...upos=VERBdeprel=ccomp xpos=V_VM_VF Aspect=Perf Mood=Ind Tense=Pres VerbForm=Fin | ଗୁଣଗାନ | features...upos=NOUNxpos=N_NN Case=Acc Number=Sing deprel=obj | UD_Odia-ODTB |
| ୧୯୦୭ ମସିହାରେ ସେ ସେହି ବିଶ୍ୱବିଦ୍ୟାଳୟରୁ ଏମ.ଏ. ଡିଗ୍ରୀ ହାସଲ କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past VerbForm=Fin | ଡିଗ୍ରୀ | features...upos=NOUNxpos=N_NN Case=Nom Number=Sing deprel=obj | UD_Odia-ODTB |
| ଏହା ଦେଖି ସେ ୧୯୬୪ ମସିହାରେ ରାୟଗଡ଼ାଠାରେ ମାତ୍ର ସାତ ଜଣ ଆଦିବାସୀ ଝିଅଙ୍କୁ ନେଇ " ସେବା ସମାଜ " ନାମକ ଏକ ସେବାମୂଳକ ସଂସ୍ଥା ପ୍ରତିଷ୍ଠା କରିଥିଲେ । | ଦେଖି | features...upos=VERBdeprel=advcl xpos=V_VM_VNF Aspect=Perf,Perf Mood=Ind,Ind Tense=Past | ଏହା | features...upos=PRONxpos=PR_PRL Case=Nom Number=Sing PronType=Dem deprel=obj | UD_Odia-ODTB |
| ତାଙ୍କ ଭାଇ ହେମେନ୍ଦ୍ରନାଥ ଟାଗୋର ତାଙ୍କୁ ପଢ଼ାଉଥିଲେ ଓ ଶାରିରୀକ ଶିକ୍ଷା ଦେଉଥିଲେ : ଗଙ୍ଗାରେ ପହଁରିବା , ପାହାଡ଼ ଚଢ଼ିବା , ବ୍ୟାୟାମ ବିଦ୍ୟା , ଜୁଡ଼ୋ ଅଭ୍ୟାସ , ଓ କୁସ୍ତି । | ପଢ଼ାଉଥିଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ତାଙ୍କୁ | features...upos=PRONxpos=PR_PRP Case=Acc Gender=Masc Number=Sing Person=3 PronType=Prs deprel=obj | UD_Odia-ODTB |
| ପୁଣି ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ପରେ ବାତ୍ୟା ପ୍ରପୀଡିତ ଆଦିବାସୀ ପିଲାଙ୍କ ସେବା ନିମିତ୍ତ ଜବରଗୁଡାଠାରେ ଅନ୍ୟ ଏକ ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past VerbForm=Fin | ଆଶ୍ରମ | features...upos=NOUNxpos=N_NN Case=Nom Gender=Masc Number=Sing deprel=obj | UD_Odia-ODTB |
| ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେ ମୃତ୍ୟୁବରଣ କରିଥିଲେ । | ଯାଇଥିଲେ | features...upos=VERBdeprel=advcl xpos=V_VM_VF Mood=Ind Tense=Past VerbForm=Fin | ଡାକ୍ତରଖାନା | features...upos=NOUNxpos=N_NN Number=Sing deprel=obj | UD_Odia-ODTB |
| ପ୍ରାକ୍ - ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ୧୩ ବର୍ଷ ବୟସରେ ବୃତ୍ତି ସହ , ଆନ୍ଧ୍ର ପ୍ରଦେଶ ସ୍କୁଲ ବୋର୍ଡ ପରୀକ୍ଷା ଅଧୀନରେ ଉଭୟରେ ପ୍ରଥମ ସ୍ଥାନ ହାସଲ କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past VerbForm=Fin | ହାସଲ | features...upos=NOUNxpos=N_NN VerbForm=Vnoun deprel=obj | UD_Odia-ODTB |
| କିଛି ବର୍ଷ ପରେ ସେ କହିଥିଲେ ଯେ ଉଚିତ ଶିକ୍ଷା କିଛି ବ୍ୟାଖ୍ୟା ନକରି ଜିଜ୍ଞାସାକୁ ରୋକିଥାଏ । | ରୋକିଥାଏ | features...upos=VERBdeprel=ccomp xpos=V_VM_VF Mood=Ind Tense=Pres VerbForm=Fin | ଜିଜ୍ଞାସାକୁ | features...upos=NOUNxpos=N_NN Case=Acc Gender=Fem Number=Sing deprel=obj | UD_Odia-ODTB |
| ଟାଗୋର ମାନସୀ ( ୧୮୯୦ ) ନାମକ ଏକ କବିତା ଲେଖିଥିଲେ , ଯେତେ କାମ କରିଥିଲେ ସେ ମଧ୍ୟରେ ସବୁଠାରୁ ଭଲ କାମ ଥିଲା । | କରିଥିଲେ | features...upos=VERBdeprel=advcl xpos=V_VM_VF Mood=Ind Tense=Past VerbForm=Fin | କାମ | features...upos=NOUNxpos=N_NN Case=Nom Gender=Masc Number=Sing deprel=obj | UD_Odia-ODTB |
| ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ , ତାହା ପଞ୍ଜାବର ଅମୃତସର , ହିମାଳୟର ଡେଲହଉସି । | କରିଥିଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ସ୍ଥାନ | features...upos=NOUNxpos=N_NN Case=Acc Gender=Neut Number=Sing deprel=obj | UD_Odia-ODTB |
| ସେ ସମୟରେ ଦୀର୍ଘସମୟଧରି ଅତ୍ୟଧିକ ଯନ୍ତ୍ରଣା ଭୋଗ କରୁଥିଲେ , ୭ ଅଗଷ୍ଟ ୧୯୪୧ରେ ମୃତ୍ୟୁବରଣ କରିଥିଲେ ୮୦ ବର୍ଷ ବୟସରେ । | କରିଥିଲେ | features...upos=VERBdeprel=parataxis xpos=V_VM_VF Aspect=Perf Mood=Ind Tense=Past | ମୃତ୍ୟୁବରଣ | features...upos=NOUNxpos=N_NN Case=Nom Number=Sing deprel=obj | UD_Odia-ODTB |
| ସେ ଯୁଗରେ ବହି ବୋଇଲେ ବଡ ବଡ କାଠ ଗଣ୍ଡି ମାନ ଥିଲା | | ବୋଇଲେ | features...upos=VERBdeprel=acl xpos=V_VM_VF Mood=Ind Tense=Past VerbForm=Fin Voice=Act | ବହି | features...upos=NOUNxpos=N_NN Case=Acc Number=Sing deprel=obj | UD_Odia-ODTB |
| ଟାଗୋରଙ୍କ ପତ୍ରିକା ତାଙ୍କୁ କିଛି ଦିନରେ ଲୋକପ୍ରିୟ କରିଦେଇଥିଲା , ସେହି ସମୟରେ ସେ ଥ୍ରୀ- ଭଲ୍ୟୁମ ଗଳ୍ପଅଧାରୁ ଅଧିକ ଲେଖିଥିଲ , ୮୪ ଗଳ୍ପ ଗଳ୍ପଗୁଚ୍ଛ ଲେଖିଥିଲେ । | ଲେଖିଥିଲ | features...upos=VERBdeprel=parataxis xpos=V_VM_VF Tense=Past | ଗଳ୍ପଅଧାରୁ | features...upos=NOUNxpos=N_NN Case=Acc Number=Sing deprel=obj | UD_Odia-ODTB |
| ଆଉ ଜଣେ ଭାଇ ସତ୍ୟନ୍ଦରନାଥ , ଭାରତର ପ୍ରଥମ ସମସ୍ତ - ୟୁରୋପୀୟ ଇଣ୍ଡିଆନ ସିଭିଲ ସର୍ଭିସରେ ନିଯୁକ୍ତି ପାଇଥିଲେ । | ପାଇଥିଲେ | features...upos=VERBdeprel=root xpos=V_VM Mood=Ind Tense=Past | ନିଯୁକ୍ତି | features...upos=NOUNxpos=N_NN Case=Acc Number=Sing deprel=obj | UD_Odia-ODTB |
| ପ୍ରଶ୍ନ : ମୁଁ ଅନ୍ୟମାନଙ୍କ ସାଙ୍ଗରେ ମିଳାମିଶା କରିପାରିବି କି ? | କରିପାରିବି | features...upos=VERBdeprel=root xpos=V_VM_VF Mood=Ind Tense=Pres VerbForm=Fin | ମିଳାମିଶା | features...upos=NOUNxpos=N_NN Number=Sing deprel=obj | UD_Odia-ODTB |
| ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ ମଧୁସୂଦନ ଦାସଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । | କରିଥିଲେ | features...upos=VERBdeprel=root lemma=କରିଥିଲେ xpos=V_VM_VF Aspect=Perf Mood=Ind Polarity=Pos Tense=Past | ପରାମର୍ଶ | features...upos=NOUNlemma=ପରାମର୍ଶ xpos=N_NN Case=Nom Gender=Masc Number=Sing deprel=obj | UD_Odia-ODTB |
| ଗାଜର ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । | ହୋଇଥାଏ | features...upos=VERBdeprel=root xpos=V_VM_VF Mood=Ind Tense=Pres VerbForm=Fin | ଶରୀର | features...upos=NOUNxpos=N_NN Number=Sing deprel=obj | UD_Odia-ODTB |
| ହିନ୍ଦୁ - ଜର୍ମାନୀ ଷଡଯନ୍ତ୍ରର ଅବଗତ କରିବା ପାଇଁ ସେ ଚିଠି ଲେଖିଥିଲେ । | କରିବା | features...upos=VERBdeprel=acl xpos=V_VM_VNF | ଅବଗତ | features...upos=NOUNxpos=N_NN Case=Nom Number=Sing deprel=obj | UD_Odia-ODTB |
| ଆମି ଏଯାଏଁ କିନ୍ତୁ ବିବାହ କରିନାହାନ୍ତି । | କରିନାହାନ୍ତି | features...upos=VERBdeprel=root xpos=V_VM Mood=Ind Polarity=Neg Tense=Pres VerbForm=Fin | ବିବାହ | features...upos=NOUNxpos=N_NN Case=Acc Gender=Masc Number=Sing deprel=obj | UD_Odia-ODTB |
| ଜୋନ୍ସ କର୍ଣ୍ଣେଲ ଗିଫାର୍ଡଙ୍କ ସହ ରମଣଙ୍କ ଶାରୀରିକ ନିରୀକ୍ଷଣ ପାଇଁ ବ୍ୟବସ୍ଥା କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past VerbForm=Fin | ବ୍ୟବସ୍ଥା | features...upos=NOUNxpos=N_NN VerbForm=Vnoun deprel=obj | UD_Odia-ODTB |
| ସମ୍ରାଟଙ୍କ ସିପାହୀମାନେ ଗାଁ ଗଣ୍ଡା , ସହର ବଜାର ବୁଲି ମଉଜ କରି ବହିମାନ ଜାଳିଲେ | | ଜାଳିଲେ | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past VerbForm=Fin | ବହିମାନ | features...upos=NOUNxpos=N_NN Case=Acc Number=Plur deprel=obj | UD_Odia-ODTB |
| ଶାନ୍ତି ଦେବୀ , ୧୮ ଅପ୍ରେଲ ୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଗୋପାଳ ଗାଁରେ ଜନ୍ମଗ୍ରହଣ କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past VerbForm=Fin | ଜନ୍ମଗ୍ରହଣ | features...upos=NOUNxpos=N_NN Case=Acc Gender=Masc Number=Sing VerbForm=Vnoun deprel=obj | UD_Odia-ODTB |
| ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି । | କରିଛନ୍ତି | features...upos=VERBdeprel=root xpos=V_VM_VF Tense=Pres | ଶୋକବ୍ୟକ୍ତ | features...upos=NOUNxpos=N_NN deprel=obj | UD_Odia-ODTB |
| ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏନେଇ ଅଧିକ ଖବର ହସ୍ତଗତ ହୋଇପାରିନାହିଁ । | ହୋଇପାରିନାହିଁ | features...upos=VERBdeprel=root xpos=V_VM_VF Aspect=Perf Mood=Ind Polarity=Neg Tense=Pres VerbForm=Fin | ଏନେଇ | features...upos=PRONxpos=PR_PRI Gender=Neut Number=Sing Person=3 PronType=Dem deprel=obj | UD_Odia-ODTB |
| ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେ ମୃତ୍ୟୁବରଣ କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ମୃତ୍ୟୁବରଣ | features...upos=NOUNxpos=N_NN Number=Sing deprel=obj | UD_Odia-ODTB |
| ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ କରିବାକୁ ତାରିଖ ଘୋଷଣା କରନ୍ତୁ । | କରନ୍ତୁ | features...upos=VERBdeprel=root xpos=V_VM_VF Mood=Imp Tense=Pres VerbForm=Fin | ଘୋଷଣା | features...upos=NOUNxpos=N_NN deprel=obj | UD_Odia-ODTB |
| ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । | କରାଇଥିଲେ | features...upos=VERBdeprel=root lemma=କରାଇବା xpos=V_VM_VF Aspect=Perf Mood=Ind Tense=Past VerbForm=Fin | କାର୍ଯ୍ୟ | features...upos=NOUNlemma=କାର୍ଯ୍ୟ xpos=N_NN Case=Acc Gender=Neut Number=Sing deprel=obj | UD_Odia-ODTB |
| ଉପନୟନ ପରେ , ୧୮୭୩ ମସିହାରେ ଫେବୃଆରୀ ମାସରେ , ସେ ଯେତେବେଳେ ୧୧ ବର୍ଷର ହୋଇଥିଲେ , ସେ ତାଙ୍କ ବାପାଙ୍କ ସହ ଭାରତ ପରିଦର୍ଶନ ଯାଇଥିଲେ । | ଯାଇଥିଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ପରିଦର୍ଶନ | features...upos=NOUNxpos=N_NN Case=Nom Gender=Neut Number=Sing deprel=obj | UD_Odia-ODTB |
| ଭୁବନେଶ୍ୱର : ଦିନକୁ ଦିନ ବ୍ୟାପୁଥିବା ମହାମାରୀ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । | ଭିଡିଛନ୍ତି | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Pres VerbForm=Fin | କରୋନାକୁ | features...upos=PROPNxpos=N_NNP Case=Acc deprel=obj | UD_Odia-ODTB |
| ତାଙ୍କର ପିତା ଓସ୍ତାଦ୍ ରଖି ତାଙ୍କୁ ଗୀତବାଦ୍ୟ ଶିଖାଇବାର ବ୍ୟବସ୍ଥା କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past | ବ୍ୟବସ୍ଥା | features...upos=NOUNxpos=N_NN Case=Acc Number=Sing deprel=obj | UD_Odia-ODTB |
| ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । | କରନ୍ତୁ | features...upos=VERBdeprel=ccomp xpos=V_VM_VF Mood=Imp VerbForm=Fin | ଦାନ | features...upos=NOUNxpos=N_NN Case=Acc Number=Sing deprel=obj | UD_Odia-ODTB |
| ଲୋକସଭା ନିର୍ବାଚନ ଲଢିବେନି ଏନସିପି ସୁପ୍ରିମୋ ଶରଦ ପାୱାର । | ଲଢିବେନି | features...upos=VERBdeprel=root xpos=V_VM_VF Mood=Ind Polarity=Neg Tense=Fut VerbForm=Fin | ନିର୍ବାଚନ | features...upos=NOUNxpos=N_NN Number=Sing deprel=obj | UD_Odia-ODTB |
| ୧୮ ବର୍ଷ ବୟସରେ , ଯେତେବେଳେ ସେ ଗ୍ରାଜୁଏଟ୍ ଛାତ୍ର ଥିଲେ , ସେ ୧୯୦୬ରେ ବ୍ରିଟିଶ୍ ଜର୍ଣ୍ଣାଲ ଫିଲୋସୋଫିକାଲ ମାଗାଜିନରେ " ଏକ ଆୟତକ୍ଷେତ୍ରୀୟ ଛିଦ୍ର ଯୋଗୁଁ ଅପ୍ରତିସମ ବିଚ୍ଛୁରଣ ବ୍ୟାଣ୍ଡ୍ " ଉପରେ ତାଙ୍କର ପ୍ରଥମ ବୈଜ୍ଞାନିକ ପେପର ପ୍ରକାଶ କରିଥିଲେ । | କରିଥିଲେ | features...upos=VERBdeprel=conj xpos=V_VM_VF Aspect=Perf Mood=Ind Tense=Past VerbForm=Fin | ପେପର | features...upos=NOUNxpos=N_NN Case=Nom Number=Sing deprel=obj | UD_Odia-ODTB |
| ଏନେଇ ନାବାଳିକାର ବାପା ତାଳଚୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ଅଭିଯୋଗ | features...upos=NOUNxpos=N_NN Number=Sing deprel=obj | UD_Odia-ODTB |
| ଟାଗୋର ବହୁତ ପରିମାଣରେ ବିଦ୍ୟାଳୟଠାରୁ , ଶିକ୍ଷାଠୁ ଦୂରରେ ରହୁଥିଲେ , ଓ ସେ ତାଙ୍କ ପରିବାର ସହ ବୋଲପୁର ଏବଂ ପାନୀହାତ ବୁଲିବା ପସନ୍ଦ କରୁଥିଲେ । | କରୁଥିଲେ | features...upos=VERBdeprel=conj xpos=V_VM_VF Mood=Ind Tense=Past VerbForm=Fin | ପସନ୍ଦ | features...upos=NOUNxpos=N_NN Case=Nom Gender=Neut Number=Sing deprel=obj | UD_Odia-ODTB |
| ବିନୋବା ଭାବେଙ୍କ " ଅହିଂସାର ଅନ୍ୱେଷଣ " ପୁସ୍ତକର ସେ ଓଡ଼ିଆ ଅନୁବାଦ କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past VerbForm=Fin | ପୁସ୍ତକର | features...upos=NOUNxpos=N_NN Case=Gen Number=Sing deprel=obj | UD_Odia-ODTB |
| ସେ ଓ ଡେପୁଟି କଲେକ୍ଟର ପଦବୀ ଛାଡ଼ି ଗୋପବନ୍ଧୁ ସ୍ୱଦେଶୀ ଆନ୍ଦୋଳନରେ ଯୋଗ ଦେଇଥିଲେ । | ଛାଡ଼ି | features...upos=VERBdeprel=advcl xpos=V_VM_VNF Aspect=Perf Tense=Past | ପଦବୀ | features...upos=NOUNxpos=N_NN Case=Acc Gender=Fem Number=Sing deprel=obj | UD_Odia-ODTB |
| ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । | ଦେଉଥିଲେ | features...upos=VERBdeprel=root lemma=ଦେବା xpos=V_VM_VF Aspect=Prog Mood=Ind Polarity=Pos Tense=Past VerbForm=Fin Voice=Act | ଯୋଗ | features...upos=NOUNlemma=ଯୋଗ xpos=N_NN Case=Acc Gender=Neut Number=Sing Person=3 deprel=obj | UD_Odia-ODTB |
| ୧୯୦୨ ରେ ସେ ମାଡ୍ରାସର ପ୍ରେସିଡେନ୍ସି କଲେଜରେ ଯୋଗ ଦେଲେ । | ଦେଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ଯୋଗ | features...upos=NOUNxpos=N_NN Case=Acc Gender=Neut Number=Sing Person=3 VerbForm=Vnoun deprel=obj | UD_Odia-ODTB |
| ୧୯୦୪ ମସିହାରେ , ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଏ. ଡିଗ୍ରୀ ହାସଲ କରିଥିଲେ , ଯେଉଁଠାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । | କରିଥିଲେ | features...upos=VERBdeprel=root lemma=କରିଥିଲେ xpos=V_VM_VF Aspect=Perf Mood=Ind Tense=Past VerbForm=Fin | ଡିଗ୍ରୀ | features...upos=NOUNlemma=ଡିଗ୍ରୀ xpos=N_NN Case=Nom Number=Sing deprel=obj | UD_Odia-ODTB |
| ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Mood=Ind Tense=Past | ଲାଭ | features...upos=NOUNxpos=N_NN Case=Acc Number=Sing deprel=obj | UD_Odia-ODTB |
| ପରିବାରର ୧୪ ପିଲାଙ୍କ ମଧ୍ୟରେ ସେ ବାପା ମା ' ଙ୍କ ସବୁଠୁ ସାନ ପୁଅ ଥିଲେ । | ଥିଲେ | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past VerbForm=Fin | ପୁଅ | features...upos=NOUNxpos=N_NN Number=Sing deprel=obj | UD_Odia-ODTB |
| ପରେ ଉଭୟ ପରସ୍ପର ଉପରକୁ ପଥର ଫୋପାଡିଥିଲେ । | ଫୋପାଡିଥିଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ପଥର | features...upos=NOUNxpos=N_NN Number=Plur deprel=obj | UD_Odia-ODTB |
| ତାଙ୍କ ଭଉଣୀ ସ୍ୱର୍ଣ୍ଣ କୁମାରୀ ଦେବୀ ଜଣେ ଔପନାସିକା ଥିଲେ । | ଥିଲେ | features...upos=VERBdeprel=root xpos=V_VM_VF Mood=Ind Tense=Past VerbForm=Fin | ଔପନାସିକା | features...upos=NOUNxpos=N_NN Case=Nom Gender=Fem Number=Sing deprel=obj | UD_Odia-ODTB |
| ଅନେକ ବଡ ବଡ ବହିକୁ , ଅର୍ଥାତ କାଠ ଗଣ୍ଡିମାନଙ୍କୁ ଗଡ଼ାଇ ଗଡ଼ାଇ ନେଇ ସେହି ପ୍ରାଚୀର ଭିତରେ ଭର୍ତ୍ତି କରିଦିଆଗଲା । | କରିଦିଆଗଲା | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Past VerbForm=Fin | ବହିକୁ | features...upos=NOUNxpos=N_NN Case=Acc Number=Sing deprel=obj | UD_Odia-ODTB |
| ସେ ଗୁଣପୁରଠାରେ ସେବା ସମାଜ ନାମକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । | କରିଥିଲେ | features...upos=VERBdeprel=root xpos=V_VM_VF Mood=Ind,Ind Tense=Past Voice=Act | ଅନୁଷ୍ଠାନ | features...upos=NOUNxpos=N_NN Number=Sing deprel=obj | UD_Odia-ODTB |
| କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ନେଇ ସୁପାରିଶ କରିବାକୁ ଦାବି କରିଛି । | କରିଛି | features...upos=VERBdeprel=root xpos=V_VM_VF Aspect=Perf Mood=Ind Tense=Pres VerbForm=Fin | ସୁପାରିଶ | features...upos=NOUNxpos=N_NN deprel=obj | UD_Odia-ODTB |