Example items (sample of 9)

sen_strParticiple_formParticiple_featuresobj_formobj_featurestreebank_link
ତାଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ମିଳିଥିଲା ।ଜଣାଇ
features...upos=VERB
deprel=advcl
lemma=ଜଣାଇବା
xpos=V_VM_VNF
Aspect=Perf
VerbForm=Part
ଶ୍ରଦ୍ଧଞ୍ଜଳି
features...upos=NOUN
lemma=ଶ୍ରଦ୍ଧଞ୍ଜଳି
Case=Nom
Gender=Fem
Number=Sing
deprel=obj
UD_Odia-ODTB
୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଅମ୍ବରିଶ ରିବେଲ୍ ଷ୍ଟାର ଭାବେ ପରିଚିତ ।କରିଥିବା
features...upos=VERB
deprel=acl
xpos=V_VM_VNG
Aspect=Perf
Tense=Pres
VerbForm=Part
ଅଭିନୟ
features...upos=NOUN
Case=Nom
Gender=Masc
Number=Sing
deprel=obj
UD_Odia-ODTB
ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ ।ନପିନ୍ଧି
features...upos=VERB
deprel=advcl
xpos=V_VM_VNF
Aspect=Perf
Polarity=Neg
VerbForm=Part
ଗହଣା
features...upos=NOUN
Case=Acc
Number=Sing
deprel=obj
UD_Odia-ODTB
ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ କରିବାକୁ ତାରିଖ ଘୋଷଣା କରନ୍ତୁ ।ଅନୁଷ୍ଠିତ
features...upos=VERB
deprel=acl
xpos=V_VM_VNF
VerbForm=Part
ନିର୍ବାଚନ
features...upos=NOUN
deprel=obj
UD_Odia-ODTB
ତାଙ୍କର ୫ ସନ୍ତାନ ଥିଲେ , ୨ ସନ୍ତାନ ଛୋଟ ବେଳୁ ମୃତ୍ୟୁ ବରଣ କରିଥିଲେ ।ବରଣ
features...upos=VERB
deprel=compound
xpos=V_VM_VNF
VerbForm=Part
ମୃତ୍ୟୁ
features...upos=NOUN
Case=Nom
Gender=Masc
Number=Sing
deprel=obj
UD_Odia-ODTB
ରମଣଙ୍କ ସାମର୍ଥ୍ୟ ବିଷୟରେ ଅବଗତ ହୋଇ ତାଙ୍କ ପଦାର୍ଥ ବିଜ୍ଞାନ ଶିକ୍ଷକ ରିଶାର୍ଡ ଲେବେଲିନ୍ ଜୋନ୍ସ କହିଥିଲେ ଯେ ସେ ଇଂଲଣ୍ଡରେ ଗବେଷଣା ଜାରି ରଖିବେ ।ହୋଇ
features...upos=VERB
deprel=advcl
xpos=V_VNF
Aspect=Perf
VerbForm=Part
ସାମର୍ଥ୍ୟ
features...upos=NOUN
Case=Nom
Gender=Neut
Number=Sing
deprel=obj
UD_Odia-ODTB
ଶ୍ରୀରାମକୃଷ୍ଣ ଗୀତ ଶୁଣି ମୁଗ୍‌ଧ ।ଶୁଣି
features...upos=VERB
deprel=advcl
lemma=ଶୁଣି
xpos=V_VM_VNF
Tense=Pres
VerbForm=Part
Voice=Act
ଗୀତ
features...upos=NOUN
lemma=ଗୀତ
Case=Acc
Gender=Neut
Number=Sing
deprel=obj
UD_Odia-ODTB
ପରେ ସେ ଏହି ଘଟଣାକୁ ମନେ ପକାଇ କହିଥିଲେ , ଜିଫାର୍ଡ ମୋତେ ପରୀକ୍ଷା କରିଥିଲେ ଏବଂ ପ୍ରମାଣିତ କରିଥିଲେ ଯେ ମୁଁ ଯକ୍ଷ୍ମା ରୋଗରେ ମରିବାକୁ ଯାଉଛି ... ଯଦି ମୁଁ ଇଂଲଣ୍ଡ ଯିବି ।ପକାଇ
features...upos=VERB
deprel=advcl
xpos=V_VM
Aspect=Perf
VerbForm=Part
ଘଟଣାକୁ
features...upos=NOUN
Case=Acc
Gender=Fem
Number=Sing
deprel=obj
UD_Odia-ODTB
ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିଥିବା ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ କରି ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରାଇଥିଲେ ।କରିଥିବା
features...upos=VERB
deprel=acl
lemma=କରି
xpos=V_VM_VNF
Aspect=Perf
Tense=Past
VerbForm=Part
ମୁକାବିଲା
features...upos=NOUN
lemma=ମୁକାବିଲା
Case=Nom
Gender=Fem
Number=Sing
deprel=obj
UD_Odia-ODTB